ଉତ୍ତରପ୍ରଦେଶରେ ବସ ଦୁର୍ଘଟଣା :୧୭ ମୃତ ,୩୦ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୈନପୁରୀରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହେବା ପରେ ଓଲଟି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ରାଜସ୍ଥାନର ଜୟପୁରରୁ ଗୁରଦହାୟଗଞ୍ଜ ଯାଉଥିଲା। ମୈନପୁରୀର ଦନ୍ନାହାର ଥାନା ଅନ୍ତର୍ଗତ କିରତପୁରରେ ବସ୍‌ଟି ଡିଭାଇଡରରେ ପିଟି ହୋଇ ଓଲଟି … Continue reading ଉତ୍ତରପ୍ରଦେଶରେ ବସ ଦୁର୍ଘଟଣା :୧୭ ମୃତ ,୩୦ ଆହତ